ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସହରର ଜଣେ ଚାଷୀ ତଥା ବ୍ୟବସାୟୀ ଲକଡାଉନ ସମୟର ଉପଯୋଗ କରି ଏକ ସୌରଚାଳିତ ଚାରିଚକିଆ ଗାଡି ନିର୍ମାଣ କରିଛନ୍ତି । ଥରେ ଏହାକୁ ଚାର୍ଜ କରିଦେଲେ ୩୫୦ କିମି ଦୌଡୁଥିବା କାରଣରୁ ତୈଳ ଦରବୃଦ୍ଧି ସମୟରେ ଏଭଳି ଏକ ଗାଡିକୁ ନେଇ ଉପଭୋକ୍ତାଙ୍କ ବଢିଛି ଉତ୍କଣ୍ଠା ।
#GoodNews #Mayurbhanj #solarengineering #lockdown #Odisha #ArgusNews