କଟକ ଜଗତପୁର ଥାନା ଅନ୍ତର୍ଗତ ଗୋପୀନାଥପୁର ଠାରେ ଥିବା ଏକ ବ୍ୟାଙ୍କ ଡକାୟତି ମାମଲା ପୋଲିସ କୁ ମିଳିଛି ସଫଳତା। ଏହି ଡକାୟତି ଘଟଣା ରେ ପୋଲିସ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଲୁଟ ହୋଇଥିବା ଟଙ୍କାକୁ ମଧ୍ୟ ଜବତ କରିଛି
#Cuttack #Bank #Police #Arrest #Odisha #ArgusNews