#ଗନ୍_ପଏଣ୍ଟରେ_କଲା_ଲୁଟ୍
#ଲୁଟେରାକୁ_ଧରିବା_ପାଇଁ_କ୍ରସ_ଫାୟାରିଂ
#ଧରାପଡିଗଲା_ବ୍ୟାଙ୍କ_ଚୋର
ବନ୍ଧୁକ ଦେଖାଇ ଚମ୍ପଟ ମାରିଲା ଲୁଟେରା । ଘଟଣା ଘଟିଛି ସୁନ୍ଦରଗଡ଼ ସହର ସ୍ଥିତ ଆକ୍ସି ବ୍ୟାଙ୍କରୁ । ବ୍ରାଞ୍ଚ ମ୍ୟାନେଜରଙ୍କୁ ବନ୍ଧୁକ ଦେଖାଇ 15 ଲକ୍ଷ ଟଙ୍କା ଲୁଟ କରିଥିଲା ଲୁଟେରା ।
#Sundargarh #axisbank #robbery #loot #police #BranchManager #Odisha #ArgusNews