ରାଜ୍ୟରେ ବଢ଼ି ଚାଲିଛି ଶିଶୁ ସଂକ୍ରମିତଙ୍କ ସଂଖ୍ୟା। ଆଜି ୨୪ ଘଣ୍ଟାରେ ୮୦୫ ହ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷ ଭିତରେ ୧୩୧ ଶିଶୁ ଓ କିଶୋର ସଂକ୍ରମିତ । କ୍ବାରେନଣ୍ଟାଇନରୁ ୪୬୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ୩୩୮ ରହିଛି।
#Odisha #Corona #COVID19 #children #ArgusNews