ସରକାରୀ ଯୋଜନା ଅନେକ କିନ୍ତୁ ବାସ୍ତବ ଚିତ୍ର ଅଲଗା । ଗାଁର ଜଣେ କି ଦୁଇଜଣ ନୂହେଁ । ପାଖାପାଖି ୫୦ରୁ ଅଧିକ ଲୋକ ପାଉନାହାନ୍ତି ଭତ୍ତା । ବୃଦ୍ଧ ଓ ଦିବ୍ୟାଙ୍ଗଙ୍କ ସହ ବିଧବା କେହିବି ଭତ୍ତା ପାଉନଥିବା ଅଭିଯୋଗ । ବାରମ୍ବାର ଆବେଦନ କଲେ ମଧ୍ୟ ନିରାଶ ହେବାକୁ ପଡୁଛି ।
#Cuttack #Athagarh #pensionyojna #Allowances #governmentplans #Allegations #Corruption #Odisha #ArgusNews