ବୟସ ମାତ୍ର ଅଢେଇ ବର୍ଷ ହେଲେ ବିଚକ୍ଷଣ ପ୍ରତିଭା । ସଂସ୍କୃତ ଭାଷାରେ ଖନେଇ ଖନେଇ ଗାଇ ଚାଲିଛନ୍ତି ମହା ମୃତ୍ୟୁଞ୍ଜୟ ଏବଂ ଗାୟତ୍ରୀ ମନ୍ତ୍ର । ଯେଉଁଥିପାଇଁ India book of record ର ଅଧିକାରୀ ହୋଇଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସରସରା ଗ୍ରାମର ରଞ୍ଜିତ ପ୍ରଧାନ ଓ ଅନୁସ୍ଵୟା ବୁଧିଆଙ୍କ ଝିଅ ସ୍ଵତୀ ସମୀକ୍ଷା ପ୍ରଧାନ।
#Odisha #ArgusNews #bhadrak #IndiaBookofRecords #child