#ବୟସ_୬୦_କିନ୍ତୁ_ଚିନ୍ତାଧାରା_ନିଆରା
ରାଉରକେଲାର ଭିକାରୀ ଚରଣ ସାହୁ । ବୟସ ୬୦ । କିନ୍ତୁ ଚିନ୍ତାଧାରା ନିଆରା । ସେ ଵ୍ୟାଟେରୀ ଚାଳିତ ତିନି ଚକିଆ ଗାଡି ବନେଇଛନ୍ତି । ପେଶାରେ ସେ ଜଣେ ଆୟୁର୍ବେଦିକ ମେଡ଼ିସିନ ବ୍ୟବସାୟି କିନ୍ତୁ ନିଶା ତାଙ୍କର ନୂଆ ନୂଆ ଜିନିଷ ତିଆରି କରିବା ।
#Rourkela #Threewheelers #VikariCharanSahu #Ayurvedicmedicine #Battery #Odisha #ArgusNews