#ଭକତ_ଗୁହାରୀ_ଶୁଣ_ହେ_ମଣିମା
ପବିତ୍ର ଘୋଷ ଯାତ୍ରା ରେ ଆଜି ଆପଣଙ୍କୁ ଏଭଳି ଏକ ଭକ୍ତଙ୍କ ସହିତ ଆପଣଙ୍କୁ ପରିଚୟ କରାଇବୁ ଯିଏ ଜନ୍ମ ରୁ ଦିବ୍ୟାଙ୍ଗ। ନିଜେ ଚାଲିବାକୁ ଅକ୍ଷମ ହୋଇଥିଲେ ମଧ୍ୟ ଶଗଡ଼ ଗାଡ଼ି ସାହାଯ୍ୟରେ ପ୍ରତ୍ୟେକ ଦିନ ସକାଳ ଆଉ ସନ୍ଧ୍ୟାରେ ବାଙ୍କୀ ରଗଡ଼ି ଗ୍ରାମରେ ପ୍ରଭୁ ମହିମା ମଣି ଯିଏ ଜଗନ୍ନାଥ ରୂପରେ ଏଠାରେ ପୂଜା ପାଆନ୍ତି, ତାଙ୍କୁ ଦର୍ଶନ କରିବା ପାଇଁ ଧାଇଁ ଆସେ,ସେ ହେଉଛନ୍ତି ବାଙ୍କୀ ରଗଡ଼ି ଗ୍ରାମର ସୋମନାଥ ପରିଡ଼ା I
#ArgusNews #Odisha #RathYatra2021