ପଞ୍ଚାୟତ ନିର୍ବାଚନକୁ ଆଉମାତ୍ର ୧୬ ଦିନ ବାକି । କିନ୍ତୁ ମଯୂରଭଞ୍ଜ ମୋରଡା ବ୍ଲକର ଭଗବାନପୁର ପଞ୍ଚାୟତବାସୀଙ୍କ ଚେତାବନୀ ଏଥର ପାଣି ସମସ୍ୟା ନସୁଧୁରିଲେ ଭୋଟ୍ ଦେବୁ ନାହିଁ। ବର୍ଷ ବର୍ଷ ଧରି ପାଣି , ଓ ରାସ୍ତା ସମସ୍ୟା ସହ ପେଶି ହେଉଛନ୍ତି ପଞ୍ଚାୟତବାସୀ । ଆଶ୍ଚର୍ଯ୍ୟର କଥା 20 ବର୍ଷ ପରେ ବି ପଞ୍ଚାୟତର ସ୍ଥାୟୀ ଗୃହ ନିର୍ମାଣ ହୋଇପାରିଲା ନାହିଁ
#Mayurbhanj #Bhagabanpur #waterproblem #ArgusNews