#ପଞ୍ଚାୟତିରାଜ_ବିଭାଗର_ଠିକାଦାର_ପ୍ରୀତି_କହୁଛି_ବିକାଶର_କଥା
#ସରକାରଙ୍କ_ପିସି_ମଷ୍ଟ_ଷ୍ଟପର_ସ୍ଲୋଗାନ_ହିଁ_କହୁଛି_ବିକାଶର_କଥା
#ଆଉ_ମନ୍ତ୍ରୀ_ପ୍ରତାପ_ଜେନାଙ୍କ_ପାରିବାପଣିଆ_ହିଁ_କହୁଛି_ବିକାଶର_କଥା
ଭଗବାନଙ୍କ ଭରଷାରେ ଚାଲିଛି ପଞ୍ଚାୟତିରାଜ ବିଭାଗ । ବିଭାଗରେ ଚାଲିଛି କେବଳ ଠିକାଦାର ପୋଷା । ମନରେଗା ଯୋଜନାରେ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ପଠାଉଥିବା ବେଳେ ରାଜ୍ୟରେ ହୋଇଛି ଯୋଜନା ବାଟମାରଣା । ଆଉ ବିକାଶ ତ ହୋଇନି ବରଂ ମେସିନ୍ ପୋଷି ଚର୍ଚ୍ଚାକୁ ଆସିଛି ପଞ୍ଚାୟତିରାଜ ବିଭାଗ ।
#Ganjam #PanchayatiRajDepartment #NREGS #Corruption #OdishaCM #Odisha #ArgusNews