ଭଗବାନ ଙ୍କୁ ଯିଏ ଯେଉଁଠି ଡାକିଥାଏ, ସେ ତାର ଡାକ ଶୁଣିଥାନ୍ତି। ସେମିତି ଜଣେ ଭକ୍ତ ହେଉଛନ୍ତି ଶିବାସିସ ପଣ୍ଡା। ଭାବ ବିନୋଦିଆ ଜଗନ୍ନାଥ ପାଇଁ ଅତି ଆଦରରେ ସେ ଚକ୍ ଖଡ଼ିକୁ ବ୍ୟବହାର କରି ଗଢିଛନ୍ତି କୁନି ରଥ ।
#ArgusNews #Odisha #JagannathDham