#ପୁରା_ସହରରେ_ଗୋଟିଏ_ମାତ୍ର_ଆମ୍ବୁଲାନ୍ସ_ସେବା
#ଖାଲି_ପଡିଛି_ଭେଟେନାରୀ_ଡାକ୍ତରୀ_ପଦବୀ
ଗଞ୍ଜାମରେ ବିପଦରେ ପଶୁ ସମ୍ପଦ । ପଶୁ ସମ୍ପଦର ଚିକିତ୍ସା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଗ୍ରାଉଣ୍ଡର ବସ୍ତାଵତା ଖୋଲି ଦେଇଛି ଅର୍ଗସ ହାତରେ ଲାଗିଥିବା ଦସ୍ତାବିଜ୍ । ଏକାଧିକ ଡାକ୍ତର ପଦବୀ ସହ ଶହ ଶହ ଲାଇଭଷ୍ଟକ ପଦବୀ ଖାଲି ପଡ଼ିଛି ।
#Ganjam #government #veterinarydoctor #doctor #post #Odisha #ArgusNews