#ଭଞ୍ଜନଗରରେ_ପ୍ରାର୍ଥୀଙ୍କ_ନିଆରା_ପ୍ରଚାରକୁ_ନେଇ_ଚର୍ଚ୍ଚା
ତ୍ରିସ୍ତରୀୟ ପଂଚୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ଜୋରସୋର ପ୍ରଚାର । ପ୍ରାର୍ଥୀ ପ୍ରାର୍ଥନୀ ମାନେ ଭୋଜି ଭାତ ସହ ସାଉଣ୍ଡ ଲଗାଇ ପ୍ରଚାର କରିବା ସହ ଗାଁ ଗୁଡିକରେ ବ୍ୟାନେର, ପୋଷ୍ଟର, ବଡ଼ ବଡ଼ ଫୋଟ ଥିବା ହୋଡିଂ ,ମାଳମାଳ ଲଗାଇ ପ୍ରଚାର ଆରମ୍ଭ କରିଦେଛନ୍ତି ।
#Ganjam #Bhanjanagar #Panchayatelection #campaign #SarpanchaElection #Odisha #ArgusNews