ପ୍ରହସନ ପାଲଟିଛି ସରକାରୀ ଯୋଜନା । ଆଜିକାଲି କହି ଦିନ ଗଡାଉଛି ପ୍ରଶାସନ । ଭତ୍ତା ପାଇଁ ହଇରାଣ ୧୬ ହିତାଧିକାରୀ । କେଉଁଠି ରହୁଛି ଭୁଲ୍ ? । ଏଭଳି ପ୍ରଶ୍ନ କରି କଳାହାଣ୍ଡି ଜିଲ୍ଲା ସାନପୋଡାଗୁଡା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରିଲେ ହିତାଧିକାରୀ ।
#Bhadrak #Dhamanagar #allowance #Pension #Awas #Corruption #ArgusNews