#ଭତ୍ତା_ବଣ୍ଟନରେ_କେଳଙ୍କାରୀ !
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଗୋପାଳପୁର ଗ୍ରାମପଞ୍ଚାୟତ ରେ ସ୍ଥାନୀୟ ବିଜେପି ନେତା ଓ ସୂଚନା ଅଧିକାରୀ ଙ୍କ ଅଭିଯୋଗ କ୍ରମେ ଭତ୍ତା ବଣ୍ଟନରେ ବ୍ୟାପକ ଦୁର୍ନିତୀ ହେଉଥିବାର ଅଭିଯୋଗ ହୋଇଛି
#ArgusNews #Odisha #ArgusNewsTV #Jajpur #Badachana #BJP #Pension #Corruption