ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରକୁ ସ୍ଥାନାନ୍ତର ହେବ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟ । ଏହି ସ୍ଥାନାନ୍ତରିତ ହେବା ପ୍ରସଙ୍ଗକୁ ନେଇ ଚାନ୍ଦବାଲିରେ ବିଜେପି ଦଳ ପକ୍ଷରୁ ତିବ୍ର ବିରୋଧ କରାଯିବା ସହ ଏଥିନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି
#ArgusNews #Odisha #Bhadrak #Chandabali #BJP #PressMeet