ଭଦ୍ରକ ପରେ ମାଲକାନଗିରିରେ ପ୍ରାକ୍ ନିର୍ବାଚନୀ ହିଂସା ଏବଂ କନ୍ଧମାଳ ଜିଲାପାଳଙ୍କ ବିରୋଧରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲା ବିଜେପି । 7 ବର୍ଷ ଧରି କନ୍ଧାମାଳରେ ଜିଲ୍ଳାପାଳ ଅଛନ୍ତି ଡ଼ି ବୃନ୍ଦା । ଶାସକ ଦଳର ଏଜେଣ୍ଟ ଭାବେ କାମ କରୁଛନ୍ତି ଡ଼ି ବୃନ୍ଦା । ତୁରନ୍ତ ବଦଳି ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେବାକୁ ଦାବୀ କଲା ବିଜେପି ।
#BJPpressmeet #lekhashreesamantashighar #Kandhamal #malkanmgiri #odisha #ArgusNews