#ଭଦ୍ରକ_ବ୍ରହ୍ମପୁର_ଶୁଭାଶିଷ_ହତ୍ୟା_ଘଟଣା
#ଖୋଲାଖୋଲି_ବୁଲୁଛି_ମହେଶ୍ବର
#ପଂଚାୟତ_ନିର୍ବାଚନ_ପ୍ରଚାରରେ_ମାତିଛି
ମୁଖ୍ୟ ଅଭିଯୁକ୍ତ ବିଧାୟକଙ୍କ ଛତ୍ରଛାୟା ତଳେ ରହିଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି । ପଂଚାୟତ ନିର୍ବାଚନ ପ୍ରଚାରରେ ମାତିଛି ଅଭିଯୁକ୍ତ । ମହେଶ୍ବରଙ୍କୁ ଖୋଲାଖୋଲି ବୁଲିବା ପାଇଁ ବିଧାୟକ ସାହସ ଦେଉଛନ୍ତି । ସେପଟେ ପରିବାର ଲୋକଙ୍କ ଅଭିଯୋଗ, ହତ୍ୟା ଅଭିଯୋଗ ସତ୍ବେ କାହିଁକି ଗିରଫ ହେଉନାହାନ୍ତି ଅଭିଯୁକ୍ତ ମହେଶ୍ବର ପଲାଇ ।
#Bhadrak #PanchayatElection #BJD #Attack #BJPworkers #OdishaCM #Odisha #ArgusNews