ଭଦ୍ରକ ମିର୍ଜାପୁରର କଳାକାହାଣୀ । ତୃଷ୍ଣାରାଣୀ ମୃତ୍ୟୁ ଘଟଣାକୁ ଲଭ୍ ଆଙ୍ଗଲ ଦେବାକୁ ଚେଷ୍ଟା କରୁଛି ପୋଲିସ। ଯାହାକୁ ନେଇ ପ୍ରଶ୍ନ ଘେରରେ ଟିମ୍ ମୀନା। ପ୍ରଥମେ କୋହଳ ଦଫା ଲାଗିବାରୁ ୩ ଦିନରେ ବେଲ୍ ମିଳିଲା ଏବେ ମାମଲାରୁ ନୂଆ ଦିଗ ଦେବାକୁ ପ୍ରୟାସ କରୁଛି ପୋଲିସ। ଘର ଲୋକ ଓ ପଡୋଶୀଙ୍କୁ ପଛାରୁଛି ଅବାନ୍ତର ପ୍ରଶ୍ନ କରୁଛି। ପୀଡିତାଙ୍କ ମୋବାଇଲ୍ ଥିଲା ନା ନାହିଁ, କାହା ସହିତ କଥା ହେଉଥିଲେ ଇତ୍ୟାଦି। ଯାହାକୁ ନେଇ ପ୍ରଶ୍ନ ଉଠୁଛି, ଭଦ୍ରକ ପୋଲିସ କାହାର ?
#Odisha #ArgusNews #Bhadrak #bhadrakpolice