#ଭଦ୍ରକ_ସହର_ଏବେ_ଅଳିଆ_ଗଦାରେ_ଭର୍ତ୍ତି
ଜାତୀୟ ରାଜପଥ କତୃପକ୍ଷ ଡ୍ରେନେଜ ବିଭାଗ ଓ ପୂର୍ତ୍ତ ବିଭାଗର କିଛି ଅଧିକାରୀ ମାନେ ଭଦ୍ରକ ଜିଲ୍ଲାକୁ ନଷ୍ଟ କରିବାକୁ ବସିଛନ୍ତି । ଜାତୀୟ ରାଜପଥ ସଂପ୍ରସାରଣ ଆଳରେ ଭଦ୍ରକ ସହରର ଚିତ୍ରକୁ ଖରାପ କରୁଛନ୍ତି ।
#Bhadrak #municipality #RoadProblem #palustion #Odisha #ArgusNews