#ନ୍ୟାୟ_ପାଇବାରୁ_ବଞ୍ଚିତ_ନିର୍ଯାତିତ_ମହିଳା
ନାରୀଙ୍କ ଶିକ୍ଷା ଓ ସୁରକ୍ଷା ଦୃଷ୍ଟିରୁ ବହୁ ପଛରେ କଳାହାଣ୍ଡି ଜିଲ୍ଲା । ଭବାନୀପାଟଣା ପୌରଞ୍ଚଳରେ ଲକ୍ଷେରୁ ଅଧିକ ଜନବସତି ଥିଲାବେଳେ ସଚେତନତା ଅଭାବରୁ ବଢ଼ି ଚାଲିଛି ଘରୋଇ ହିଂସା ।
#Kalahandi #women #protect #police #help #Odisha #ArgusNews