ସ୍ବପ୍ନ ଥିଲା ଭଲ ପାଠ ପଢବି, ବଡ଼ ହେଇ ଚାକିରି କରବି...ଗରିବ ପରିବାରରେ ଜନ୍ମ ହୋଇଥିବାନୁ ବୁଆ ମାଆଙ୍କ ଆଶା ଭରସାକେ ପୂରଣ କରବି । ହେଲେ ବିଧିର ବିଧାନ ଥିଲା ଅଲଗା । ଠିକ ଭାବରେ ଦୁନିଆ ଦେଖିବା ଆଗନୁ ଦଇବ ଛଡ଼େଇ ନେଲା ଗଜିନ୍ଦ୍ରଙ୍କ ଦୃଷ୍ଟି ଶକ୍ତି । ଏବେ ଅସହାୟରେ ଦୁର୍ବିସହ ଜୀଵନ ଅତିବାହିତ କରୁଛନ୍ ।
#ArgusNews #ArgusNewsTV #Odisha #Kalahandi #Blind_Boy