କଲମ ଧରିବା ବୟସରେ ମୃଦଙ୍ଗ ବଜାଇ କମାଲ କରୁଛନ୍ତି ବଲାଙ୍ଗୀର ର କୁନି ବାଳକ ବ୍ଲେସନ ବାରିକ। ଭଜନର ତାଳେ ତାଳେ ମୃଦଙ୍ଗ ବଜାଇ ସମସ୍ତଙ୍କର ମନ ମୋହୁଛନ୍ତି ଏହି ବିସ୍ମୟ ବାଳକ ବ୍ଲେସନ। ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି
#ArgusNews #Odisha #Bolangir #Viral_Boy #ArgusNewsTV #NewsChannel