ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସତ୍ତ୍ବେ ଏହାର ବାସ୍ତବ କାର୍ଯ୍ୟକାରିତା ଅଭାବରୁ ଗରୀବ ଲୋକ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି ।ଏହି ଭଳି ଏକ ହୃଦୟ ସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଖଲିକୋଟ ବ୍ଲକ ଅନ୍ତର୍ଗତ ଲଷ୍ମଣପୁର ଗ୍ରାମର ଏକ ପରିବାବରେ ।
#ArgusNews #Odisha #Berhampur #Chhatrapur #asahayafamily