ମିଛ ଖବର ଛାଟ ପ୍ରଶାରଣ ପଡିଲା ମହଙ୍ଗା । 35ଟି ୟୁଟ୍ୟୁବ୍ ଚ୍ୟାନେଲ ସହ 2ଟି ଟ୍ଵିଟର ଆକାଉଣ୍ଟ, 2ଟି ଇନଷ୍ଟାଗ୍ରାମ ଆକାଉଣ୍ଟ, ଗୋଟିଏ ଫେସବୁକ୍ ଆକାଉଣ୍ଟ ଓ 2ଟି ୱେବସାଇଟ୍ ବ୍ଲକ୍ କଲେ କେନ୍ଦ୍ର ସରକାର । ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଯୁଗ୍ମ ସଚିବଙ୍କ ସୂଚନା ଦେଇଛନ୍ତି । ବ୍ଲକ୍ ହୋଇଥିବା ଆକାଉଣ୍ଟ ସବୁ ପାକିସ୍ତାରୁ ପରିଚାଳନା କରାଯାଉଥିବା ଅଭିଯୋଗ ହୋଇଥିଲା ।
#Odisha #ArgusNews #pakistan #PropagatingFakeNews #MinistryofInformationandBroadcasting #YouTubechannelsBlocked #BLOCKED