#ଭାରତରେ_୫ଜି_ସେବାର_ସଫଳ_ପରୀକ୍ଷଣ ।
ଦେଶର ପ୍ରମୁଖ ସହରରେ ଆରମ୍ଭ ହେବାକୁ ଯାଉଛି ପଞ୍ଚମ ଜେନେରେସନ ବା ୫ଜି ଟେଲିକମ୍ ସେବା । ଗୁରୁବାର କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଇଆଇଟି ମାଡ୍ରାସରେ ୫ଜି ନେଟୱର୍କରୁ ପ୍ରଥମ ଭିଡିଓ ଏବଂ ଭୟସ କଲ୍ କରିଛନ୍ତି। ତେଣୁ ଖୁବଶୀଘ୍ର ସମଗ୍ର ଦେଶରେ ୫ଜି ନେଟୱର୍କ ସେବା ଆରମ୍ଭ ହେବ ବୋଲି ଆଶା କରାଯାଉଛି।
#Odisha #ArgusNews #5G #tech #techno #technology #IT