ଭାରତର ଶେଷ ଗାଁ କୁହାଯାଉଥିବା ମାଣାରେ ପାଳିତ ହେଲା ସାଧାରଣତନ୍ତ୍ର ଦିବସ।
ସୀମାନ୍ତର ଶେଷରେ ଥିବା ଏହି ଗାଁ ବି ତ୍ରିରଙ୍ଗା ରଙ୍ଗରେ ହୋଇଥିଲା ରଙ୍ଗୀନ । ଆଇଟିବିପି ଯବାନମାନେ ଏଠାରେ ପତାକା ଉଡାଇବା ସହ ଉତ୍ସବ ମନାଇଛନ୍ତି ।
#ITBPJavan #indianflag #mana #RepublicDay #festival #Celebrated #Odisha #ArgusNews