ଜଣେ ମେଧାବୀ ଛାତ୍ରୀ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ଜଣେ ମେଧାବୀ ଛାତ୍ରୀ । ପ୍ରଜ୍ଞା ପରମିତା ଜେନା ବର୍ତ୍ତମାନ ଉତ୍କଳ ୟୁନିଭରସିଟିରେ ଏମ ବି ଏ ର ଦ୍ୱିତୀୟ ବର୍ଷ ଛାତ୍ରୀ । ହେଲେ ଲୋକଙ୍କ ସେବା ଓ ଲୋକଙ୍କ ମୌଳିକ ଅଧିକାର କିଭଳି ପାଇବେ ସେ ନେଇ ସେ 35ନମ୍ବର ଯୋନର ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । ଆସନ୍ତୁ ଶୁଣିବା ଏ ନେଇ କଣ କହୁଛନ୍ତି ପ୍ରଜ୍ଞା
#BJP #student #PragyanParamitaJena #election #candiadate #ArgusNews