ଭାରତୀୟ ମଜଦୂର ସଂଘର ସାଧାରଣ ସମ୍ପାଦକ ବିନୟ ସିଂଙ୍କ ୭ ଦିନିଆ ଓଡିଶା ଗ୍ରସ୍ତ । ବର୍ତ୍ତମାନ ଯେଉଁ ନୂତନ ଲେବର କୋଡ଼ ନୀତି ଲାଗୁ ହୋଇଛି ତାହା କେତେ ଶ୍ରମିକମାନଙ୍କ ହିତ ସାଧନ କରିବ । ଏବଂ ଶିଳ୍ପ କ୍ଷେତ୍ରରେ ଶ୍ରମିକ ମାନେ କେତେ କ୍ଷତିଗ୍ରସ୍ତ ହେବେ ଏନେଇ ସାମ୍ବାଦିକ ସମ୍ମିଳନୀ ।
#GeneralSecretary #binaysingh #workers #laborpolicy #Odisha #ArgusNews