#ପୁଣି_ଟୋକିଓ_ଅଲିମ୍ପିକ୍ସରେ_ଭାରତ_ପାଇଁ_ଖୁସି_ଖବର
ରେସଲିଂ ସେମି ଫାଇନାଲରେ ପ୍ରବେଶ କରିଛନ୍ତି ବଜରଙ୍ଗ ପୁନିଆ । କ୍ବାର୍ଟର ଫାଇନାଲରେ ଇରାନର ମୋର୍ଟେଜା ଚେକା ଘିଆସିଙ୍କୁ ପରାସ୍ତା କରିଛନ୍ତି । ଦମଦାର ପ୍ରଦର୍ଶନ ସହ ୨-୧ ଇରାନ୍ ପ୍ରତିପକ୍ଷଙ୍କୁ ମାତ ଦେଇଛନ୍ତି ବଜରଙ୍ଗ ପୁନିଆ । ତାଙ୍କଠାରୁ ସ୍ୱର୍ଣ୍ଣ ପଦକ ଆଶା ରଖିଛି ଭାରତ ।
#ArgusNews #Odisha #TokyoOlympics #resling #BajrangPunia #Iran #MortazaGhiasiCheka