ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଜି ପୂଣ୍ୟତିଥି । 16 ଅଗଷ୍ଟ, ୨୦୧୮ରେ ଏହି ମହାନ ବରପୁତ୍ରଙ୍କର ଦେହାନ୍ତ ହୋଇଥିଲା। ଏହି ମହାନ ଜନନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ରାଜଧାନୀ ଦିଲ୍ଲୀର ବିଜୟ ଘାଟ ସ୍ଥିତ ସଦୈବ ଅଟଳ ପରିସରରେ ଆଜି ଏକ ପ୍ରାର୍ଥନା ସଭା ଆୟୋଜିତ ହୋଇଛି
#ArgusNews #Newdelhi #atalbiharibajpeye #PrayerMeeting Narendra Modi