ଭାରି ପଡୁଛି ସୋସିଆଲ ମିଡିଆରେ ପ୍ରେମ । ପ୍ରେମ ତ ସହଜରେ ହୋଇଯାଉଛି । ହେଲେ ବେଶୀ ଦିନ ତିଷ୍ଠନି । ଘର ଲୋକଙ୍କ ବିରୋଧରେ ଯାଇ ବିବାହ କରୁଛନ୍ତି । କିଛି ଦିନ ସବୁକିଛି ଠିକ୍ ଠାକ୍ ଚାଲୁଛି । ହେଲେ ତାପରେ ସବୁକିଛି ବିଗିଡି ଯାଉଛି । ଆଉ ଶେଷରେ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛନ୍ତି । ଆଜିକାଲି ବାରମ୍ବାର ଏମିତି ଖବର ଦେଖିବାକୁ ମିଳିଥିବାବେଳେ ପୁଣି ସେମିତି ଏକ ଘଟଣା ଦେଖିବାକୁ ମିଳିଛି ।
#Balasore #lovecase #socialmedia #Couple #Odisha #ArgusNews