ଭାଲୁ ଆକ୍ରମଣ ରେ ଦୁଇ ଆହତ, ଏପରି ଘଟଣା ସାମ୍ନା କୁ ଆସିଛି ଦୁଧିଆଣି ରେଞ୍ଜର ମୌଦି ଗାଁରୁ ଆଜି ଅପରାହ୍ନ ୨ଘଟିକା ସମୟରେ ନଦୀକୁ ଗାଧେଇବା ପାଇଁ ଯାଇଥିବା ସମୟରେ ସେହି ଗ୍ରାମର ରୁଦନ ମହାନ୍ତ ନାମଙ୍କ ଜୈନେକ ୫୫ ବର୍ଷିଆ ମହିଳାଙ୍କୁ ଭାଲୁ ଆକ୍ରମଣ କରିଛି । ସେହିପରି ବେଡାକୁଦର ଗ୍ରାମର ରସିକ ସିଂଙ୍କୁ ନାମଙ୍କ ଯୁବକ ମଧ୍ୟ ଆହତ ହଇଥିବା ଜଣା ପଡ଼ିଛି ।
#Mayurbhanj #Karanjia #Odisha #ArgusNews