ଭାରତୀୟ କୃଷି ଓ ଗ୍ରାମୀଣ ଅର୍ଥନୀତି କ୍ଷେତ୍ରରେ ଗାଈର ଅବଦାନ ସବୁବେଳେ ଆଗରେ ରହିଛି । ଏହାକୁ ମାନି ଗୋମାତାର ସେବାରେ ନିୟୋଜିତ ଅଛନ୍ତି ଅନେକ ସାଧୁ ଏବଂ ଗୃହସ୍ଥି । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ନୂଆଗାଁ ଅଞ୍ଚଳରେ ଜଣେ ସାଧୁ ଅଲେଖ ଦାସ ମହାରାଜ ଏ କ୍ଷେତ୍ରରେ ସାଜିଛନ୍ତି ଆଦର୍ଶ । ନିଜେ ଭିକ୍ଷାକରି ସାଧୁ ନେଇଛନ୍ତି ଦେଢ଼ଶହ ଗାଈଗୋରୁଙ୍କ ସେବା ଶୁଶ୍ରୂଷାର ଦାୟିତ୍ୱ ।
#GoodNews #Angul #Chhendipada #MahimaSadhu #cowfarm #hundredcows #Bhagyarathisahu #Odisha #ArgusNews