#ଭିଜିଲାନ୍ସ_ଜାଲରେ_କୁବେର_କନେଷ୍ଟବଳ
ମାଛ ଖାଇବ ଇଲିସି ଆଉ ଚାକିରୀ କରିବ ପୋଲିସ । ଆଜ୍ଞା ହଁ ବୋଧ ହୁଏ ଏ ଓଡ଼ିଆ ଢଗ କଥା ଆପଣ ଭୁଲିଯାଇଥିଲେ । କିନ୍ତୁ ଏ ଦୃଶ୍ୟ ଦେଖିଲେ ଆପଣ ବି କହିବେ ଏ ଓଡ଼ିଆ ଢଗରେ ଦମ ଅଛି I ମନୀଷ ଦାସ ମୃତ୍ୟୁ ମାମଲାରେ ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି I
#Bhubaneswar #OdishaConstable #Police #vigilance #ArgusNews