ନୂଆପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଭିଜିଲାନ୍ସ । କଟକ ଚାଉଳିଆଗଞ୍ଜରେ ୩ ମହଲା ଓ ବାଲିସାହିରେ ୨ ମହଲା କୋଠା ଠାବ ହୋଇସାରିଛି । । ୧ କୋଟି ୧୩ ଲକ୍ଷର ବୀମା ରାଶି, ଚୌଦ୍ୱାରରେ ୩ ଏକର ଜମି ସହ ୪୯୮ ଗ୍ରାମର ସୁନା ଗହଣା ଓ ଅଢ଼େଇ କେଜିର ରୁପା ଗହଣା ଠାବ କରିଛି ଭିଜିଲାନ୍ସ ଟିମ୍ ।
#Nuapada #AdditionalSupplyOfficer #RatnakarSethi #Vigilance #raids #ArgusNews