ଭିଜିଲାନ୍ସ ଡିଜି ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ। କୋଲକାତାରେ ଚିକିତ୍ସାଧୀନ ଅବସ୍ଥାରେ ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତ ହୋଇଛି। କୋଭିଡ଼ରେ ଆକ୍ରାନ୍ତ ହୋଇ ଭିଜିଲାନ୍ସ ନିର୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାପରେ ଏକମୋ ଚିକିତ୍ସା ପାଇଁ କୋଲକାତା ଏୟାର ଲିଫ୍ଟ କରାଯାଇଥିଲା ।
#ArgusNews #Odisha #ArguNewsTV #DebasisPanigrahi #vigilanceDG