ଭିଜିଲାନ୍ସ ଡିଜି ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ। କୋଭିଡ଼ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ଦେବାଶିଷ । ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏକମୋ ଚିକିତ୍ସା ପାଇଁ ତାଙ୍କୁ କୋଲକାତା ଏୟାର ଲିଫ୍ଟ କରାଯାଇଥିଲା
#ArgusNews #Odisha #DebasishPanigrahiDeath #VigilanceDG #VigilanceDGDebasishPanigrahiDeath