#ଟିଭି_ପେଟି_ଭିତରେ_ରଖିଥିଲା_ପୁଳା_ପୁଳା_ଟଙ୍କା
#ରେଡ୍_ବେଳେ_ପଡୋଶୀ_ଘରକୁ_ଫିଙ୍ଗିଲା_38_ଲକ୍ଷ
କୁବେର ଅଫିସରଙ୍କ ବେନାମୀ ସମ୍ପତ୍ତି ଉପରେ ଭିଜିଲାନ୍ସ ଛାପା । ପୋଲିସ ହାଉସିଂ କର୍ପୋରେସନର ଉପ ପ୍ରବନ୍ଧକ ପ୍ରତାପ ସାମଲଙ୍କ ଘରେ ଚଢ଼ାଉ ପରେ ଅମାପ ସମ୍ପତ୍ତି ଦେଖି ତାଜୁବ ହୋଇଛି ଭିଜିଲାନ୍ସ । ପ୍ରତାପ, ତାଙ୍କ ପୁଅ ଓ ସ୍ତ୍ରୀ ନାଁରେ ଭୁବନେଶ୍ବରରେ ୧୭ଟି ପ୍ଲଟ ସହ ୨ଟି ବିଲ୍ଡିଂ ରହିଛି ।
#Bhubaneswar #Vigilance #raid #officer #property #police #PratapSamal #Odisha #ArgusNews