ଭଦ୍ରକ ଜିଲ୍ଲା ତିହିଡି ବଜାରରେ ଦିନ କୁ ଦିନ ଜନ ଗହଳି ହୋଇ ପଡୁଥିବା ଦେଖିବାକୁ ମିଳୁଛି । ତିହିଡି ବଜାର ଉପରେ ବହୁ ପଞ୍ଚାୟତର ଲୋକ ନିର୍ଭର କରିଥାନ୍ତି । ବଜାର ଦିନକୁ ଦିନ ନୂଆ ରୂପ ନେଇ ଥିବା ବେଳେ କିନ୍ତୁ ବଜାରରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି । ତାହା ଭିତରୁ ତିହିଡି ବଜାରରେ ଏବେ ମୁଖ୍ୟ ସମସ୍ୟା ହେଉଛି ପାର୍କିଂ । ଶୁଣନ୍ତୁ କଣ କହୁଛନ୍ତି ସ୍ଥାନୀୟ ଲୋକେ
#Bhadrak #Tihidi #TihidiMarket #ParkingProblem #Odisha #ArgusNews