ଭିଡିଓ କନଫରେନିଂ ଆପ୍ ‘ଫିଜ୍ବି’ ତିଆରି କରି ଚର୍ଚ୍ଚାରେ ଖଣି ଅଞ୍ଚଳ ଯୋଡ଼ାର ଛାତ୍ର ଦେବାଶିଷ ବେହେରା। ଦେବାଶିଷଙ୍କ ଦ୍ଵାରା ବିକଶିତ ହୋଇଥିବା ଏହି ଆପ୍ ଏବେ ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହୋଇଛି।
#student #fizbyvideoconferencing #Developed #app #GooglePlayStore #featured #joda #ArgusNews