#ଘଟଣାର_ତଦନ୍ତ_ନକରି_ରାୟ_ଶୁଣାଇଦେଲେ_ଜିଲ୍ଲାପାଳ
ତଦନ୍ତ ପୂର୍ବରୁ ରାୟ ଶୁଣାଇ ଏବେ ବିବାଦରେ ଖୋଦ୍ ଜିଲ୍ଲା ପ୍ରଶାସନର ମୁଖିଆ ଅମ୍ରିତ ଋତୁରାଜ । ଆଉ ଜିଲ୍ଲାପାଳଙ୍କ ଏପରି ମନ୍ତବ୍ୟକୁ ନେଇ ଉଠିଛି ବଡ ପ୍ରଶ୍ନ । ଅରଣ୍ୟ ନିବାସରେ ହରିଣ ମାଂସର ଭୋଜି ଖାଇଛନ୍ତି କି ସରକାରୀ ଅଧିକାରୀ ? ଆଉ ଭୋଜି ଦେଇ ଏବେ ବିବାଦରେ ଅରଣ୍ୟ ନିବାସର କର୍ମଚାରୀ କି ?
#Kendrapara #Bhitarkanika #Allegations #collector #AmritRuturaj #controversy #Deermeat #Odisha #ArgusNews