ସରକାରଙ୍କ ଯୋଜନାରୁ ବଞ୍ଚିତ ପକୃତ ହିତାଧିକାରୀ । କେବଳ କାଗଜ କଲମରେ ସୀମିତ ସରକାରୀ ଯୋଜନା। ସ୍ବାସ୍ଥ୍ୟ କାର୍ଡ ନଥିବାରୁ ମିଳୁନି ମାଗଣା ସ୍ବାସ୍ଥ୍ୟସେବା । ରୋଗ ଯନ୍ତ୍ରଣାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛି ଭିନ୍ନକ୍ଷମ ଯୁବତୀ ।
#Kendrapara #Aul #helpless #BSKYCard #treatment #handicappedcertificate #ArgusNews