ଏଠି ଝିଅଟା କାଳୀ ବୋଲି ସ୍ବାମୀ ଛାଡିଦେଉଛି । ପୁଅଟା ଚନ୍ଦା ବୋଲି ତା ବାହାଘର ହେଉନି। ଦାମିକା ବଏଫ୍ରେଣ୍ଡ, କି ମଡ଼େଲ ପରି ଦିଶୁଥିବା ଗଲଫ୍ରେଣ୍ଡ ଦିଶିଗଲେ, ଭଲପାଇବାର ଠିକଣା ବଦଳି ଯାଉଛି । ଆମ ସମାଜରେ ଅପ୍ରେମ ଭଳି ଗୋଟେ ଫାଲତୁ ମାନସିକତା ପ୍ରେମର ତାରୁଣ୍ୟକୁ ମାରିମାରି ଦେଉଛି ନିଇତି । ପ୍ରେମ ନିନ୍ଦିତ ହେଉଛି ପ୍ରତି ସେକେଣ୍ଡରେ ।
#balasore #love #marriage #Odisha #ArgusNews