#ଭୁଏପଡା_ଲୁଟ_ଘଟଣାରେ_କେବେ_ଆକ୍ସନ୍?
#ଖୁଲମ୍_ଖୁଲା_ବୁଲୁଛନ୍ତି_ଅଭିଯୁକ୍ତ
#ସନ୍ଦେହରେ_ମୁରିବାହାଲ_ପୋଲିସର_ଭୂମିକା
#ନ୍ୟାୟ_ପାଇଁ_ଧାରଣାରେ_ପରିବାର
ଜନତାଙ୍କୁ ସେବା ପାଇଁ ଆମ ପୋଲିସ । ହେଲେ ବଲାଙ୍ଗୀର ଜିଲ୍ଲା ମୁରିବାହଲ ଥାନା ପୋଲିସ ବାଟ ହୁଡିଛି। ପିଡିତାଙ୍କୁ ନ୍ୟାୟ ବଦଳରେ ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି। ଫଳରେ ନ୍ୟାୟ ପାଇଁ ବଲାଙ୍ଗୀର ଏସପିଙ୍କ ଠାରେ ଫେରାଦ ହୋଇଛନ୍ତି ମୁରିବାହଲ ଭୁଏପଡାର ପିଡିତା ପରିବାର।
#Bolangir #Loot #Crime #Police #Justice #Dharana #Odisha #ArgusNews