ଭୁତକୋଠୀ ପାଲଟିଛି ପରିବା ମାର୍କେଟ କମ୍ପ୍ଲେକ୍ସ । ଵ୍ୟଵହାର ନ କରି ଭଡା ଦେଉଛନ୍ତି ଵ୍ୟଵସାୟୀ । ଟିକେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ। ଏ ଦୃଶ୍ୟ ହେଉଛି ଗଞ୍ଜାମ ଛତ୍ରପୁର ସହରରେ ଥିବା ପୁରୁଣା ପରିବା ମାର୍କେଟ କମ୍ପ୍ଲେକ୍ସର।
#Odisha #ArgusNews #vegetable #vegetablemarket #brahmapur #chatrapur