ଭୁବନେଶ୍ବରକୁ ଫେରିଲା କଣ୍ଟେନମେଣ୍ଟ। ୱାର୍ଡ ନଂ 52ର ଫରେଷ୍ଟ ପାର୍କ ଅଂଚଳରେ ଥିବା ରାଜେନ୍ଦ୍ର ବିହାର ଅପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି। ୱାର୍ଡ ନମ୍ବର 52 ଫୋରେଷ୍ଟ ପାର୍କ ଅଞ୍ଚଳରେ ଏକାଧିକ କୋରନା ରୋଗୀ ଚିହ୍ନଟ ହୋଇଛନ୍ତି
#BBSR #Corona #ContainmentZones #ForestPark #Odisha #ArgusNews