ନିୟମ ଉଲଙ୍ଘନ କରି ଆଉ ଏକ ବାର ସିଲ। ରାଜଧାନୀର ଗଜପତି ନଗର ସ୍ଥିତ ମୁଡି ବ୍ଲୁସ୍ ବାରକୁ ସିଲ କଲା ବିଏମସିର ଏନଫୋର୍ସମେଣ୍ଟ ଟିମ। କୋରୋନା କଟକଣାକୁ ଫୁ କରି ବାରରେ ଭିଡ ଜମିଥିବା ବେଳେ ବିଏମସି ପକ୍ଷରୁ ଏହାକୁ ସିଲ କରାଯାଇଥିବା ଜଣାପଡିଛି।
#BBSR #BARSeal #BMC #Odisha #ArgusNews