ଭୁବନେଶ୍ବରରେ ଖୋଲିଲା ‘MORE’ ସୁପରମାର୍କେଟ !
ଚନ୍ଦ୍ରଶେଖରପୁରରେ ଖୋଲିଛି ଏହାର ପ୍ରଥମ ଆଉଟଲେଟ । ପୂରା ଦେଶରେ ୮୦୦ରୁ ଅଧିକ ସୁପରମାର୍କେଟ ଖୋଲିସାରିଥିବା ମୋର ଏବେ ରାଜଧାନୀରେ ଏଣ୍ଟ୍ରୀ ମାରିଛି । ଫଳରେ ରାଜଧାନୀବାସୀଙ୍କୁ ସପିଂ ପାଇଁ ଆଉ ଏକ ସପିଂ ଡେଷ୍ଟିନେସନ ମିଳିଛି
#Bhubaneswar #moresupermarket #chandrasekharpur #shopping #ArgusNews