ଭୁବନେଶ୍ବରରେ ପ୍ରତିଦିନ 200ରୁ 300 ଭିତରେ ସଂକ୍ରମଣ ରହୁଛି । ଏମିତି କି କିଛି ମାତ୍ରାରେ ଆର୍. ଭ୍ୟାଲୁ ବଢିଛି । ହେଲେ ଗୁରୁତର ରୋଗୀଙ୍କ ସଂଖ୍ୟା କମିଛି । ଏହାସହ ଭେଣ୍ଟିଲେଟରରେ ଆଡ଼ମିଟ ସଂଖ୍ୟା 10 ପ୍ରତିଶତରୁ କମ୍ ଅଛି : ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର
#Bhubaneswar #CoronaPositive #BijayMohapatra #rvalue #Covid19 #Odisha #ArgusNews